ଅର୍ଥ : ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା
ଉଦାହରଣ :
ପାଣି ଓ କ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
ସମକକ୍ଷ : ଗଳନ
ଅନ୍ୟ ଭାଷାରେ ଅନୁବାଦ :
ताप देकर तरल पदार्थ को उबालने का काम या ताप पर द्रव के उबलने की क्रिया।
पानी और दूध का क्वथन एक अगल निश्चित ताप पर होता है।ଅର୍ଥ : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
ଉଦାହରଣ :
ଏହି ଢୋଲ ଫାଟିଗଲା
ସମକକ୍ଷ : ଫାଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କଢ଼ର ଫୁଲ ରୂପକୁ ବଦଳିବା
ଉଦାହରଣ :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
ସମକକ୍ଷ : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ବିକଶିତ ହେବା
ଅନ୍ୟ ଭାଷାରେ ଅନୁବାଦ :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।ଅର୍ଥ : ଭେଦକରି ବାହାରିବା
ଉଦାହରଣ :
ଏଠାରେ ପ୍ରାୟ ଜ୍ୱାଳାମୁଖୀର ଉଦ୍ଗୀରଣ ହୁଏ
ସମକକ୍ଷ : ଉଦ୍ଗୀରଣ ହେବା
ଅନ୍ୟ ଭାଷାରେ ଅନୁବାଦ :