ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବେପାର, କାମଆଦିରେ ହେଉଥିବା ଲାଭ
ଉଦାହରଣ : ସେ ଲୁଗା ବେପାରରେ ପ୍ରଚୁର ଲାଭ କଲା ମିଛ କହି ମୋର କି ଲାଭ ହେବ
ସମକକ୍ଷ : ମୁନାଫା, ଲାଭ
ଅନ୍ୟ ଭାଷାରେ ଅନୁବାଦ :हिन्दी English
व्यापार, काम आदि में होने वाला मुनाफ़ा।
The advantageous quality of being beneficial.
ଅର୍ଥ : କାହାଦ୍ୱାରା ବା ଅନ୍ୟ କୌଣସି ପ୍ରକାରରେ ହେଉଥିବା କାହାର ମଙ୍ଗଳ
ଉଦାହରଣ : ସେହି କାମକର ଯାହାଦ୍ୱାରା ସମସ୍ତଙ୍କର ହିତ ହେବ
ସମକକ୍ଷ : କଲ୍ୟାଣ, ଭଲ, ମଙ୍ଗଳ, ହିତ
किसी के द्वारा या अन्य किसी प्रकार से होने वाली किसी की भलाई।
Something that aids or promotes well-being.
ସଂସ୍ଥାପନ କରନ୍ତୁ