ଅର୍ଥ : ବୈଜ୍ଞାନିକ, ବ୍ୟବହାରିକ ବିଷୟ ସହିତ ସମ୍ବନ୍ଧିତ ବିଦ୍ୟା ଯାହା ବୈଜ୍ଞାନିକ ସିଦ୍ଧାନ୍ତ ସମୂହର ଆଧାର ଉପରେ ବ୍ୟବସ୍ଥିତ
ଉଦାହରଣ :
ପଣ୍ଡିତ ନେହେରୁ ପ୍ରୌଦ୍ୟୋଗିକ ବିକାଶକୁ ପ୍ରୋତ୍ସାହନ ଦେଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
वैज्ञानिक, व्यावहारिक विषयों से संबंधित जो वैज्ञानिक सिद्धांतों के आधार पर व्यवस्थित हैं।
नेहरुजी ने प्रौद्योगिक विकास को बढ़ावा दिया था।Of or relating to a practical subject that is organized according to scientific principles.
Technical college.