ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପଠା ହୋଇଥିବା
ଉଦାହରଣ : ସର୍ବକ୍ଷଣପାଇଁ ସରକାରଙ୍କଦ୍ୱାରା ପ୍ରେରିତ ଦଳ ଏଠାରେ ପହଞ୍ଚି ଯାଇଛି
ସମକକ୍ଷ : ପଠାଯାଇଥିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
भेजा हुआ।
ଅର୍ଥ : ଯାହା ପଠାଯାଇଅଛି
ଉଦାହରଣ : ଆପଣଙ୍କ ପ୍ରେରିତ ପତ୍ର ମୋତେ ମିଳିଛି
ସମକକ୍ଷ : ପଠାଇଥିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो भेजा गया हो।
Caused or enabled to go or be conveyed or transmitted.
ସଂସ୍ଥାପନ କରନ୍ତୁ