ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲମ୍ବା ଚଉଡ଼ାଆଦି
ଉଦାହରଣ : ଭାରତର ବିସ୍ତାର ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ
ସମକକ୍ଷ : ବିସ୍ତାର
ଅନ୍ୟ ଭାଷାରେ ଅନୁବାଦ :हिन्दी English
लंबाई, चौड़ाई आदि।
The distance or area or volume over which something extends.
ଅର୍ଥ : ବିସ୍ତାର ବା ବଢ଼ିବାର କ୍ରିୟା ବା ଭାବ
ଉଦାହରଣ : ଏ କଥାକୁ ଏତେ ପ୍ରସାର କରନାହିଁ
ସମକକ୍ଷ : ବିସ୍ତାର, ବଢ଼ାଅ
फैलने या बढ़ने की क्रिया का भाव।
The act of increasing (something) in size or volume or quantity or scope.
ଅର୍ଥ : କୌଣସି ବିଷୟ ଲୋକପ୍ରିୟ ବା ପ୍ରସାର କରିବାର ପ୍ରକ୍ରିୟା
ଉଦାହରଣ : ବିଜ୍ଞାପନ ହିଁ ପ୍ରସାରଣର ଉତ୍ତମ ମାଧ୍ୟମ
ସମକକ୍ଷ : ପ୍ରସାରଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी विषय या चर्चा का प्रसार करने की क्रिया।
ଅର୍ଥ : ବିସ୍ତାରିତ ହେବା କ୍ରିୟା, ଅବସ୍ଥା ବା ଭାବ
ଉଦାହରଣ : ଶିକ୍ଷାର ପ୍ରସାରରେ ହିଁ ଦେଶର ଉନ୍ନତି ସମ୍ଭବ
ସମକକ୍ଷ : ପ୍ରସାରଣ, ସଂପ୍ରସାରଣ
किसी चीज़ के फैले हुए होने की क्रिया, अवस्था या भाव।
Process or result of distributing or extending over a wide expanse of space.
ସଂସ୍ଥାପନ କରନ୍ତୁ