ଅର୍ଥ : ଯେଉଁଲୋକ କୌଣସି କଥା, କାମଆଦିକୁ ପ୍ରମାଣିତ କରେ
ଉଦାହରଣ :
ପ୍ରମାଣକର୍ତ୍ତା ପ୍ରମାଣ କରିବା ପରେ ହିଁ ଏହି ବ୍ୟାଙ୍କରେ ଆପଣଙ୍କ ଖାତା ଖୋଲାଯିବ
ଅନ୍ୟ ଭାଷାରେ ଅନୁବାଦ :
वह जो कोई बात, कार्य आदि को प्रमाणित करे।
प्रमाणकर्ता के प्रमाणित करने के बाद ही इस बैंक में आपका खाता खोला जायेगा।(law) a person who attests to the genuineness of a document or signature by adding their own signature.
attestant, attestator, attestor, witness