ଅର୍ଥ : ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଉଦାହରଣ :
ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
ଉଦାହରଣ :
ତା କବିତାରେ ଛାୟାବାଦର ଆଭାସ ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେଣନେଣର ଲେଖା ବା ପ୍ରାମାଣିକତା
ଉଦାହରଣ :
ବ୍ୟବସାୟୀକୁ ନିଜର ବିଶ୍ୱସ୍ତତା ବଜାୟ ରଖିବା ଉଚିତ
ସମକକ୍ଷ : ବିଶ୍ୱସ୍ତତା
ଅନ୍ୟ ଭାଷାରେ ଅନୁବାଦ :