ଅର୍ଥ : ପରିଣାମ ରୂପରେ ପ୍ରାପ୍ତ ହେଉଥିବା ଫଳ
ଉଦାହରଣ :
ମୋ ଭଲ କାମର ମୋତେ ଏହି ପ୍ରତିଫଳ ମିଳିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
ଉଦାହରଣ :
ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
ଅନ୍ୟ ଭାଷାରେ ଅନୁବାଦ :
Something that results.
He listened for the results on the radio.