ଅର୍ଥ : କୌଣସି ଅଧ୍ୟାୟର ଶେଷଅଂଶ ଯେଉଁଥିରେ ବର୍ଣ୍ଣନା କରାଯାଇଥିବା ପ୍ରସଙ୍ଗ ସମାପ୍ତିର ସୂଚନା ପ୍ରଦତ୍ତ ହୋଇଥାଏ
ଉଦାହରଣ :
ଏହି ଗ୍ରନ୍ଥର ପୁଷ୍ପିକାରେ ବହୁତ କିଛି ସ୍ପଷ୍ଟ ହୋଇପାରିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
किसी अध्याय के अंत का वह भाग जिसमें वर्णन किए गए प्रसंग की समाप्ति की सूचना होती है।
इस ग्रन्थ की पुष्पिका से बहुत कुछ स्पष्ट नहीं हो पा रहा है।