ଅର୍ଥ : ଯେଉଁ ପ୍ରକ୍ରିୟାଦ୍ୱାରା ଖାଦ୍ୟ ପଦାର୍ଥ ଶରୀରର କୋଷିକାରେ ଏବଂ ଶରୀରର ବୃଦ୍ଧି, ମରାମତି ତଥା ତାହାର ସାମାନ୍ୟ କାର୍ଯ୍ୟପାଇଁ ଶକ୍ତିରେ ରୂପାନ୍ତରିତ ହୋଇଯାଏ
ଉଦାହରଣ :
ବେଳେ ବେଳେ ଶାରୀରିକ ଶକ୍ତିହୀନତା କାରଣରୁ ପାଚନ ଭଲଭାବରେ ହୋଇ ନ ଥାଏ
ସମକକ୍ଷ : ଅଭିବୃଦ୍ଧି, ଉନ୍ନତି, ଉପଚୟ, ପାଚନ, ସମୃଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
वह क्रिया जिसके द्वारा खाद्य पदार्थ शरीर के ऊतकों में एवं शरीर की वृद्धि, मरम्मत तथा इसके सामान्य कार्यों के लिए ऊर्जा या शक्ति में रूपान्तरित हो जाते हैं।
कभी-कभी शारीरिक कमजोरी का कारण उपचय का ठीक तरह से न होना होता है।The synthesis in living organisms of more complex substances (e.g., living tissue) from simpler ones together with the storage of energy.
anabolism, constructive metabolismଅର୍ଥ : ଶକ୍ତିଶାଳୀ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଶରୀରର ବଳିଷ୍ଠତାପାଇଁ ସେ ପ୍ରତିଦିନ କସରତ କରନ୍ତି
ସମକକ୍ଷ : ପୁଷ୍ଟତା, ବଳିଷ୍ଠତା, ଶକ୍ତିମତ୍ତା, ଶକ୍ତିଶାଳିତା
ଅନ୍ୟ ଭାଷାରେ ଅନୁବାଦ :
शक्तिशाली होने की अवस्था या भाव।
शरीर की बलिष्ठता के लिए वह प्रतिदिन व्यायाम करता है।