ଅର୍ଥ : ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା
ଉଦାହରଣ :
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
ସମକକ୍ଷ : ଅଦଳ ବଦଳ, ପରିବର୍ତ୍ତନ, ବଦଳ
ଅନ୍ୟ ଭାଷାରେ ଅନୁବାଦ :
The act of changing one thing for another thing.
Adam was promised immortality in exchange for his disobedience.