ଅର୍ଥ : କୌଣସି ଜିନିଷର ବାରମ୍ବାର ଅଧ୍ୟୟନ କରିବା କ୍ରିୟା
ଉଦାହରଣ :
ରାମ ପାଠ ଅନୁଶୀଳନ କରୁଅଛି
ସମକକ୍ଷ : ଅନୁଶୀଳନ, ଅଭ୍ୟାସ, ବାରମ୍ବାର ଅଧ୍ୟୟନ
ଅନ୍ୟ ଭାଷାରେ ଅନୁବାଦ :
किसी चीज़ का बार-बार अध्ययन करने की क्रिया।
राम पाठ का अनुशीलन कर रहा है।Systematic training by multiple repetitions.
Practice makes perfect.