ଅର୍ଥ : ଏକ ଗଛର ମୂଳ
ଉଦାହରଣ :
ଗର୍ଭଦୋଷ ଦୂର କରିବାନିମନ୍ତେ ପୁତ୍ରକନ୍ଦା ଏକ ଉପକାରୀ ଔଷଧ
ସମକକ୍ଷ : ପୁତ୍ରକଂଦା
ଅନ୍ୟ ଭାଷାରେ ଅନୁବାଦ :
एक पौधे की जड़।
पुत्रकंदा गर्भदोष दूर करने के लिए एक उपकारी औषध है।ଅର୍ଥ : ଯେଉଁ ଉଦ୍ଭିଦର ଫୁଲ ବାଇଗଣୀ ରଙ୍ଗର ତଥା ଫଳ ହଳଦିଆ ରଙ୍ଗର
ଉଦାହରଣ :
ପୁତ୍ରକନ୍ଦାର ମୂଳ ଔଷଧରୂପେ ବ୍ୟବହୃତ ହୁଏ
ସମକକ୍ଷ : ପୁତ୍ରକଂଦା
ଅନ୍ୟ ଭାଷାରେ ଅନୁବାଦ :
एक वनस्पति जिसके फूल बैंजनी रंग के तथा फल पीले रंग के होते हैं।
पुत्रकंदा की जड़ औषध के रूप में उपयोगी होती है।A plant of southern Europe and North Africa having purple flowers, yellow fruits and a forked root formerly thought to have magical powers.
devil's apples, mandragora officinarum, mandrake