ଅର୍ଥ : ପୁଣ୍ୟ କରୁଥିବା ବ୍ୟକ୍ତିବା ଯେ ପୁଣ୍ୟ କରୁଛି
ଉଦାହରଣ :
ଆଧୁନିକ ଯୁଗରେ ମଧ୍ୟ ପୁଣ୍ୟାତ୍ମାମାନଙ୍କ ସଂଖ୍ୟା କମ ନୁହେଁ
ସମକକ୍ଷ : ଧର୍ମବନ୍ତ, ଧର୍ମାତ୍ମା, ଧାର୍ମିକ, ପୁଣ୍ୟକର୍ମା, ପୁଣ୍ୟବନ୍ତ, ପୁଣ୍ୟାତ୍ମା
ଅନ୍ୟ ଭାଷାରେ ଅନୁବାଦ :
पुण्य करनेवाला व्यक्ति या वह जो पुण्य करता हो।
आधुनिक युग में भी पुण्यात्माओं की कमी नहीं है।ଅର୍ଥ : ପୁଣ୍ୟ କରିବା ଲୋକ ବା ଯେ ପୁଣ୍ୟ କରେ
ଉଦାହରଣ :
ପୁଣ୍ୟାତ୍ମା ବ୍ୟକ୍ତିଙ୍କ ଜୀବନ ଆନନ୍ଦମୟ ହୋଇଥାଏ
ସମକକ୍ଷ : ଧର୍ମାତ୍ମା, ପୁଣ୍ୟାତ୍ମା
ଅନ୍ୟ ଭାଷାରେ ଅନୁବାଦ :
पुण्य करने वाला या जो पुण्य करता हो।
पुण्यात्मा व्यक्ति का जीवन आनंदित रहता है।