ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପିରିଅଡିକାଲସ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପିରିଅଡିକାଲସ୍‌   ବିଶେଷ୍ୟ

ଅର୍ଥ : ନିର୍ଦ୍ଦିଷ୍ଟ ସମୟରେ ପ୍ରକାଶିତ ହେଉଥିବା ମାସିକ,ତ୍ରୟୋମାସିକ ପତ୍ରିକା ଆଦି

ଉଦାହରଣ : ଏହି ରିଡିଙ୍ଗ ରୁମକୁ ବିଭିନ୍ନ ପ୍ରକାରର ପିରିଅଡିକାଲସ୍‌ ଆସେ

ସମକକ୍ଷ : ନିୟମିତ ସମୟରେ ପ୍ରକାଶିତ ପତ୍ରିକା


ଅନ୍ୟ ଭାଷାରେ ଅନୁବାଦ :

निश्चित समय पर प्रकाशित होने वाला मासिक, त्रैमासिक पत्रिका आदि।

इस वाचनालय में अलग-अलग प्रकार की नियतकालिक आते हैं।
नियतकालिक

A publication that appears at fixed intervals.

periodical