ଅର୍ଥ : କୌଣସି ଗୋଲାକାର ବସ୍ତୁ
ଉଦାହରଣ :
ମହାକାଶ ବିଜ୍ଞାନୀ ମହାକାଶ ପିଣ୍ଡଗୁଡ଼ିକର ଅଧ୍ୟୟନ କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
An individual 3-dimensional object that has mass and that is distinguishable from other objects.
Heavenly body.ଅର୍ଥ : ପିତୃ ପୁରୁଷମାନଙ୍କ ଉଦ୍ଦେଶ୍ୟରେ ଅର୍ପିତ ରନ୍ଧା ହୋଇଥିବା ଖାଦ୍ୟ ଶସ୍ୟ ବା ତାହାର ଚୂନାଆଦିର ଗୋଲ ଗୁଣ୍ଡା
ଉଦାହରଣ :
ସେ ପିତୃପୁରଷମାନଙ୍କ ନିମନ୍ତେ ପିଣ୍ଡ ତିଆରି କରି କାଉମାନଙ୍କ ଖାଇବାପାଇଁ ରଖିଦେଲା
ସମକକ୍ଷ : ଶ୍ରାଦ୍ଧ ପିଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
पके हुए अन्न या उसके चूर्ण आदि का गोल लौंदा जो श्राद्ध में पितरों के नाम पर दिया जाता है।
उसने पितरों के लिए पिंड बनाकर कौओं के खाने के लिए रख दिया।