ଅର୍ଥ : କୌଣସି ଅଙ୍କର ଏକକର ଚଉଠ ଭାଗକୁ ଦର୍ଶାଉ ଥିବା ସିଧା ରେଖା
ଉଦାହରଣ :
କୌଣସି ସଂଖ୍ୟାର ସମସ୍ତ ଭାଗ ଦେଖେଇବାପାଇଁ ସେହି ସଂଖ୍ୟାର ଆଗରେ ଏକ ପାହି ଲଗାଇ ଦିଅନ୍ତି
ସମକକ୍ଷ : ପାହି
ଅନ୍ୟ ଭାଷାରେ ଅନୁବାଦ :
किसी अंक के इकाई का चौथा भाग प्रकट करनेवाली सीधी खड़ी रेखा।
किसी संख्या का सवा भाग दिखाने के लिए उस संख्या के आगे एक पाई लगा देते हैं।ଅର୍ଥ : ପଇସାର ତିନିଭାଗରୁ ଏକଭାଗ ମୂଲ୍ୟର ଏକ ଛୋଟ ମୁଦ୍ରା
ଉଦାହରଣ :
ଆଜିକାଲି ପାହୁଲାର ପ୍ରଚଳନ ଶେଷ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :