ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପାହାଡ଼ୀ ରାଗ
ଉଦାହରଣ : ସଙ୍ଗୀତଜ୍ଞ ପାହାଡ଼ୀ ରାଗ ଶୁଣାଇ ସମସ୍ତଙ୍କ ଠାରୁ ବାହାବାହା ଲୁଟିନେଲେ
ସମକକ୍ଷ : ପାହାଡ଼ିଆ, ପାହାଡ଼ିଆ ରାଗ, ପାହାଡ଼ୀ ରାଗ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक पहाड़ी राग।
Any of various fixed orders of the various diatonic notes within an octave.
ଅର୍ଥ : ଯେ ପାହାଡ଼ିଆ ଜାଗାରେ ବାସ କରେ
ଉଦାହରଣ : ଜଣେ ପାହାଡ଼ୀ ଗାଁ ଗାଁ ବୁଲି ସ୍ୱେଟର ବିକ୍ରି କରୁଛି
ସମକକ୍ଷ : ପାହାଡ଼ିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो पहाड़ी क्षेत्र में निवास करता हो।
ଅର୍ଥ : ଗୋଟିଏ ଭାଷା
ଉଦାହରଣ : ପାହାଡ଼ୀ ଭାଷାର ଅନେକ ରୂପ
ସମକକ୍ଷ : ପାହାଡ଼ୀ ଭାଷା
एक भाषा।
ଅର୍ଥ : ପାହାଡ଼ ସମ୍ବନ୍ଧୀୟ
ଉଦାହରଣ : ସେ ପାହାଡ଼ିଆ ଅଞ୍ଚଳରେ ବାସ କରନ୍ତି
ସମକକ୍ଷ : ପାର୍ବତୀୟ, ପାହାଡ଼ିଆ
पहाड़ संबंधी या पहाड़ का।
Having hills and crags.
ଅର୍ଥ : ଯାହା ପାହାଡ଼ ଉପରେ ବା ପାହାଡ଼ୀ କ୍ଷେତ୍ରରେ ମିଳେ
ଉଦାହରଣ : ସେ ପାହାଡ଼ୀ ବୃକ୍ଷ ଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରୁଛି
ସମକକ୍ଷ : ପାର୍ବତୀୟ
पहाड़ पर या पहाड़ी क्षेत्र में पाया जाने वाला होने वाला।
Of or inhabiting mountainous regions.
ସଂସ୍ଥାପନ କରନ୍ତୁ