ଅର୍ଥ : କଠୋର ବା କର୍କଶ ଶୁଭୁଥିବା ଉଚ୍ଚଶବ୍ଦ
ଉଦାହରଣ :
ତୁମମାନଙ୍କ ପାଟିତୁଣ୍ଡରେ ପୁରା ମହଲା ଅସ୍ଥିର ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
कई लोगों के एक साथ ऊँची आवाज़ में बोलने या चिल्लाने आदि से उत्पन्न भ्रांतिपूर्ण स्थिति।
इस शोरगुल में काम करना मुश्किल है।ଅର୍ଥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ଉଦାହରଣ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
ସମକକ୍ଷ : ଉଚ୍ଚବାଚ, କଳି, ଝଗଡ଼ା, ତର୍କବିତର୍କ, ଯୁକ୍ତିତର୍କ, ହଟ୍ଟଗୋଳ
ଅନ୍ୟ ଭାଷାରେ ଅନୁବାଦ :
Witty language used to convey insults or scorn.
He used sarcasm to upset his opponent.