ଅର୍ଥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
ଉଦାହରଣ :
ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
ସମକକ୍ଷ : ଦେୟ, ପ୍ରାପ୍ୟ ଧନ, ବାକି
ଅନ୍ୟ ଭାଷାରେ ଅନୁବାଦ :
A payment that is due (e.g., as the price of membership).
The society dropped him for non-payment of dues.