ଅର୍ଥ : ମଳ ତ୍ୟାଗକରିବା ପରେ ମଳଦ୍ବାରକୁ ଧୋଇବାପାଇଁ ବ୍ୟବହାର କରାଯାଉଥିବା ପାଣି
ଉଦାହରଣ :
ଗାଁରେ ଆଜି ମଧ୍ୟ ମଳତ୍ୟାଗ କରିବାପାଇଁ ଲୋକେ ଢାଳରେ ପାଇଖାନା ପାଣି ନେଇ ଖୋଲା ପଡିଆ ବା ବିଲକୁ ଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
मल त्याग के बाद गुदा धोने के लिए उपयोग में लाया जाने वाला जल।
गाँवों में आज भी लोग मलत्याग के लिए लोटे आदि में आबदस्त लेकर खुले मैदानों या खेतों में जाते हैं।