ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ସ୍ଥାନରେ ଆକର୍ଷଣୀୟ ବସ୍ତ୍ରାଭୂଷଣରେ ସୁସଜ୍ଜିତ ସୁନ୍ଦର ସ୍ତ୍ରୀମାନଙ୍କର ସମାବେଶହୋଇଥାଏ
ଉଦାହରଣ : ମେଳଣ ଲାଗିବା କ୍ଷଣି ସେହି ସ୍ଥାନ ପରୀରାଇଜରେ ବଦଳି ଯାଏ
ସମକକ୍ଷ : ପରୀଜଗତ, ପରୀରାଇଜ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह स्थान जहाँ मनमोहक वस्त्राभूषणों से सुसज्जित सुंदर स्त्रियों का जमघट हो।
ଅର୍ଥ : ଯେଉଁ କଳ୍ପିତ ସ୍ଥାନରେ ପରୀମାନେ ରହନ୍ତି
ଉଦାହରଣ : ପରୀଲୋକରେ ପରୀମାନେ ରହନ୍ତି
ସମକକ୍ଷ : ପରୀଲୋକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक कल्पित स्थान जहाँ परियाँ रहती हैं।
The enchanted realm of fairies.
ସଂସ୍ଥାପନ କରନ୍ତୁ