ଅର୍ଥ : ଯେ ଯାଞ୍ଚ କରନ୍ତି
ଉଦାହରଣ :
ଯାଞ୍ଚକର୍ତ୍ତାଙ୍କ ଅନୁପସ୍ଥିତିଯୋଗୁଁ ମୋ ପ୍ରମାଣପତ୍ରଗୁଡ଼ିକର ନକଲ ଯାଞ୍ଚ ହୋଇପାରିଲା ନାହିଁ
ସମକକ୍ଷ : ଯାଞ୍ଚକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
वह जो सत्यापन करे।
सत्यापक के अभाव में मेरे प्रमाण-पत्रों की प्रतियों का सत्यापन नहीं हुआ है।ଅର୍ଥ : ଯାଞ୍ଚ କରୁଥିବା ବ୍ୟକ୍ତି
ଉଦାହରଣ :
ଯାଞ୍ଚକର୍ତ୍ତା ଉତ୍ତରପୁସ୍ତିକାକୁ ଯାଞ୍ଚ କରୁଛନ୍ତି
ସମକକ୍ଷ : ଯାଂଚକର୍ତ୍ତା, ଯାଞ୍ଚକର୍ତ୍ତା
ଅନ୍ୟ ଭାଷାରେ ଅନୁବାଦ :
जाँच करने वाला व्यक्ति।
जाँचकर्ता उत्तरपुस्तिका की जाँच कर रहे हैं।One who checks the correctness of something.
checkerଅର୍ଥ : କୌଣସି ବସ୍ତୁ ଆଦିର ଗୁଣ, ଦୋଷ ଚିହ୍ନଟ କରୁଥିବା ଲୋକ
ଉଦାହରଣ :
ଆମ ଗୁରୁଜୀ ଜଣେ କୁଶଳ ଜହୁରୀ, ସେ କୌଣସି ଲୋକର ହାବଭାବରୁ ତାର ମହତ୍ତ୍ୱକୁ ମାପି ନିଅନ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी वस्तु आदि के गुण-दोष की पहचान करनेवाला व्यक्ति।
हमारे गुरुजी एक कुशल जौहरी हैं,वे किसी व्यक्ति के हाव-भाव से ही उसके महत्व को आँक लेते हैं।