ଅର୍ଥ : କାହାକୁ ନିନ୍ଦିତ କରିବାପାଇଁ ହସିବା ବା ତାହାର ଖରାପ କରିବା କ୍ରିୟା
ଉଦାହରଣ :
ତାହାର ଖୁବ୍ ହଇରାଣ ହେବା କାରଣରୁ ସେ ସବୁ ଜାଗାରେ ସମସ୍ତଙ୍କର ଉପହାସର ପାତ୍ର ହୋଇଗଲା
ସମକକ୍ଷ : ଉପହାସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନକୁ ଆମୋଦିତ କଲାଭଳି କଥା ବା କାମ
ଉଦାହରଣ :
ମୋ ସହିତ ଥଟ୍ଟା ତାମସା କରନାହିଁ
ସମକକ୍ଷ : କୌତୁକ, ଥଟ୍ଟା, ଥଟ୍ଟା ତାମସା, ମଜା, ହସ ପରିହାସ, ହସ ମଜା, ହାସ୍ୟ
ଅନ୍ୟ ଭାଷାରେ ଅନୁବାଦ :
मन बहलाने वाली बात।
वह सबसे हँसी-मज़ाक़ करते रहता है।