ଅର୍ଥ : ବ୍ୟକ୍ତିର ଆୟୁର ଆରମ୍ଭରୁ ପଚିଶ ବର୍ଷର ସମୟାବଧି
ଉଦାହରଣ :
ମହେଶ ପଚିଶା ପାର କରିଗଲାଣି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ପ୍ରକାରର ପଚିଶଟି ବସ୍ତୁର ସମାହାର
ଉଦାହରଣ :
ବେତାଳ ପଚିଶାରେ ପଚିଶଟି କାହାଣୀ ଥାଏ
ଅନ୍ୟ ଭାଷାରେ ଅନୁବାଦ :