ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିୟନ୍ତ୍ରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିୟନ୍ତ୍ରିତ   ବିଶେଷଣ

ଅର୍ଥ : ବାସନା ଏବଂ ମନକୁ ବଶରେ ରଖିବା ବ୍ୟକ୍ତି

ଉଦାହରଣ : ସଂଯତ ବ୍ୟକ୍ତି ହିଁ ଧର୍ମ ସାଧନାର ଚରମତାକୁ ଛୁଇଁ ପାରେ

ସମକକ୍ଷ : ନିଗ୍ରହୀ, ନିବୃତ୍ତ, ସଂଯତ, ସଂଯମୀ


ଅନ୍ୟ ଭାଷାରେ ଅନୁବାଦ :

वासनाओं और मन को वश में रखने वाला।

संयत व्यक्ति ही धर्म साधना के चरम को छू सकता है।
निग्रही, संयत

ଅର୍ଥ : ଯାହା ଉପରେ ନିୟନ୍ତ୍ରଣ ଅଛି

ଉଦାହରଣ : ସରକାରଙ୍କଦ୍ୱାରା ନିୟନ୍ତ୍ରିତ ସଂସ୍ଥା ବନ୍ଦ ହୋଇଗଲା


ଅନ୍ୟ ଭାଷାରେ ଅନୁବାଦ :

जिस पर नियंत्रण हो।

सरकार द्वारा नियंत्रित संस्था ठप पड़ गई।
नियंत्रित, प्रतिबद्ध