ଅର୍ଥ : ଅନୁକୂଳ କରିବା ବା ତିଆରି କରିବା କ୍ରିୟା ବା ଭାବ
ଉଦାହରଣ :
ପରିସ୍ଥିତି ଅନୁସାରେ ଜୀବଜନ୍ତୁଙ୍କର ଅନୁକୂଳନ କ୍ଷମତା ଆସିଯାଏ
ଅନ୍ୟ ଭାଷାରେ ଅନୁବାଦ :
सजीवों का पर्यावरण के बदलाव के अनुसार स्वयं को उसके अनुकूल करने या बनाने की क्रिया या भाव।
परिस्थिति के अनुसार जीव-जंतुओं में अनुकूलन की क्षमता आ जाती है।The process of adapting to something (such as environmental conditions).
adaptation, adaption, adjustmentଅର୍ଥ : ନିଜର ଅଧିକାରକୁ ନେଇ କିମ୍ବା ନିଜେ ଦେଖା ଚାହାଁ କରି କାର୍ଯ୍ୟ, ବେପାର ଇତ୍ୟାଦି ଚଳେଇବାର କ୍ରିୟା ବା ଅବସ୍ଥା
ଉଦାହରଣ :
ନିଜ ବାପାଙ୍କ ବେପାର ଉପରେ ଏବେ ରାମର ହିଁ ନିୟନ୍ତ୍ରଣ ଅଛି
ଅନ୍ୟ ଭାଷାରେ ଅନୁବାଦ :
The activity of managing or exerting control over something.
The control of the mob by the police was admirable.ଅର୍ଥ : ଯେଉଁ କାର୍ଯ୍ୟ କାହାରିକୁ ରୋକିବା ବା ନିୟନ୍ତ୍ରଣରେ ରଖିବା ପାଇଁ କରାଯାଏ
ଉଦାହରଣ :
ପିଲାମାନଙ୍କ କାର୍ଯ୍ୟରେ କିଛି ପରିମାଣରେ ଅଙ୍କୁଶ ଲଗାଯିବା ଆବଶ୍ୟକ
ସମକକ୍ଷ : ଅଙ୍କୁଶ
ଅନ୍ୟ ଭାଷାରେ ଅନୁବାଦ :
The act of keeping something within specified bounds (by force if necessary).
The restriction of the infection to a focal area.