ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାଠାରେ ମାୟା ମମତା ନାହିଁ
ଉଦାହରଣ : ନିର୍ଦ୍ଦୟ କଂସେଇ ହିଁ ଜୀବ ମାନଙ୍କର ହତ୍ୟା କରିପାରେ
ସମକକ୍ଷ : ନିର୍ଦ୍ଦୟ, ହୃଦୟହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसे ममता या मोह न हो।
Showing unfeeling resistance to tender feelings.
ଅର୍ଥ : ଟାଣକଥା କହି ମନକୁ ଯନ୍ତ୍ରଣା ଦେଉଥିବା
ଉଦାହରଣ : ନିଷ୍ଠୁର ବ୍ୟକ୍ତିଠାରୁ ସମସ୍ତେ ଦୂରେଇ ରହନ୍ତି
ସମକକ୍ଷ : କଠୋର, ନିର୍ଦୟ, ନିଷ୍ଠୁର
ଅନ୍ୟ ଭାଷାରେ ଅନୁବାଦ :हिन्दी
कठोर बात कहकर मन को पीड़ा पहुँचाने वाला।
ସଂସ୍ଥାପନ କରନ୍ତୁ