ଅର୍ଥ : କୌଣସି ବିଶେଷ ଢଙ୍ଗରେ ବା ବିଶେଷ ପ୍ରଭାବ ବା ପରିଣାମଦ୍ୱାରା କାମ କରିବା ବା ପ୍ରଭାବ ପକାଇବା
ଉଦାହରଣ :
ମୁଁ ତୁମ ନିଲମ୍ବନପାଇଁ କିଛି ଭୂମିକା ଗ୍ରହଣ କରିନାହିଁ
ସମକକ୍ଷ : ଭୂମିକା ଗ୍ରହଣ କରିବା, ସଂପାଦନ କରିବା
ଅନ୍ୟ ଭାଷାରେ ଅନୁବାଦ :
Act or have an effect in a specified way or with a specific effect or outcome.
This factor played only a minor part in his decision.ଅର୍ଥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ଉଦାହରଣ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ସମକକ୍ଷ : ଚଳାଇବା, ଧାରଣ କରିବା, ରଖିବା, ସ୍ଥାପନ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी निश्चित या विशेष स्थिति आदि में रखना।
कमरे को साफ रखो।ଅର୍ଥ : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
ଉଦାହରଣ :
ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
ସମକକ୍ଷ : ଚଳାଇ ରଖିବା, ଚଳାଇବା, ଚଳେଇନେବା, ବଜାୟ ରଖିବା
ଅନ୍ୟ ଭାଷାରେ ଅନୁବାଦ :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।ଅର୍ଥ : ନିର୍ବାହ କରିବା ବା ବିତାଇଥିବା
ଉଦାହରଣ :
ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
ଅନ୍ୟ ଭାଷାରେ ଅନୁବାଦ :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।