ଅର୍ଥ : କୌଣସି କାମ, ଘଟଣା ଆଦି ଘଟିବା,କରିବା,ହେବା ଆଦିର କାରଣ ହେବା
ଉଦାହରଣ :
ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଆପଣଙ୍କ ଅନୁତ୍ତୀର୍ଣ୍ଣ ହେବାର କାରଣ
ସମକକ୍ଷ :
କାରଣ ହେବା, ହେତୁହେବା
ଅନ୍ୟ ଭାଷାରେ ଅନୁବାଦ :
* किसी काम, घटना आदि के घटने, करने, होने आदि का कारण होना।
अत्यधिक आत्मविश्वास ही आपके अनुत्तीर्ण होने का कारण है।
कारण होना