ଅର୍ଥ : ଜରାୟୁଜ ସ୍ତନ୍ୟପାୟୀ ଯାହାର ଦୃଷ୍ଟିଶକ୍ତି ଉତ୍ତମ ଓ ହାତ ଓ ପାଦ ବଙ୍କା ହୋଇଥିବା ପ୍ରାଇମେଟସ ବର୍ଗ
ଉଦାହରଣ :
ମାଙ୍କଡ଼, କପି ଆଦି ପ୍ରାଇମେଟ ଜାତିର
ସମକକ୍ଷ :
ପ୍ରାଇମେଟ
ଅନ୍ୟ ଭାଷାରେ ଅନୁବାଦ :
प्राइमेट्स वर्ग का कोई भी जरायुज स्तनपायी जिसकी नेत्रदृष्टि अच्छी होती है तथा हाथ और पैर लचीले होते हैं।
बंदर, कपि आदि प्राइमेट हैं।
नरवानर,
प्राइमेट
Any placental mammal of the order Primates. Has good eyesight and flexible hands and feet.
primate