ଅର୍ଥ : ମୋଗଲ ବାଦଶାହାଙ୍କ ଯେଉଁ ପ୍ରତିନିଧି ଯେ କୌଣସି ପ୍ରଦେଶର ଶାସନପାଇଁ ନିଯୁକ୍ତ ହେଉଥିଲେ
ଉଦାହରଣ :
ବାଦଶାହା ସମସ୍ତ ନବାବଙ୍କୁ ନିଜ ଦରବାରରେ ଉପସ୍ଥିତ ହେବାପାଇଁ ହୁକୁମ ଦେଲେ
ସମକକ୍ଷ : ନୱାବ
ଅନ୍ୟ ଭାଷାରେ ଅନୁବାଦ :
मुगल बादशाहों का वह प्रतिनिधि जो किसी प्रदेश के शासन के लिए नियुक्त होता था।
बादशाह ने सभी नवाबों को अपने दरबार में पेश होने का हुक्म दिया।ଅର୍ଥ : ଇଂରେଜ ସରକାରଙ୍କ ଠାରୁ ମୁସଲମାନ୍ ଧନୀମାନଙ୍କୁ ମିଳିଥିବା ଏକ ଉପାଧି ଯାହାକୁ ସେମାନେ ନିଜ ନାମ ସହିତ ଲଗାଉ ଥିଲେ
ଉଦାହରଣ :
ଲକ୍ଷ୍ନୌ ନବାବମାନଙ୍କ ସହର
ଅନ୍ୟ ଭାଷାରେ ଅନୁବାଦ :
एक उपाधि जो मुसलमान अमीरों को अँग्रेजी सरकार की ओर से मिलती थी जिसे वे अपने नाम के साथ लगाते थे।
लखनऊ नवाबों का शहर है।