ଅର୍ଥ : ବେକରେ ପିନ୍ଧିବାର ଏକ ମାଳା ଯେଉଁଥିରେ ନବ ଗ୍ରହଙ୍କର ଶାନ୍ତି ନିମନ୍ତେ ନଅପ୍ରକାରର ରତ୍ନ ବା ମଣି ଜଡ଼ିତ ହୋଇଥାଏ
ଉଦାହରଣ :
ସେ ନବଗ୍ରହଙ୍କର ଶାନ୍ତି ନିମନ୍ତେ ନବଗ୍ରହୀ ମାଳା ପିନ୍ଧିଛି
ସମକକ୍ଷ : ନବଗ୍ରହୀ
ଅନ୍ୟ ଭାଷାରେ ଅନୁବାଦ :
गले में पहनने की एक माला जिसमें नौ ग्रहों की शांति के लिए नौ प्रकार के रत्न या नग जड़े रहते हैं।
वह नौ ग्रहों की शांति के लिए नौग्रही पहनता है।Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace