ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧ୍ୟାନର ଅଭାବ ବା ଧ୍ୟାନ ନ ହେବାର ଅବସ୍ଥା
ଉଦାହରଣ : ଅଭାବନା ପାଠ ପଢ଼ିବାରୁ କିଛି ବୁଝିହେଉନାହିଁ
ସମକକ୍ଷ : ଅଭାବନା, ଅମଗ୍ନ, ଅମନଯୋଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
ध्यान का अभाव या ध्यान न होने की अवस्था।
ଅର୍ଥ : ଯାହାର ଧ୍ୟାନର ଅଭାବ
ଉଦାହରଣ : ଧ୍ୟାନହୀନ ପିଲାମାନେ ପଢ଼ିବାରେ ବହୁତ ଦୁର୍ବଳ
ସମକକ୍ଷ : ଚଗଲା, ଚଗଲିଆ, ବଗୁଲିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें ध्यान का अभाव हो।
Showing a lack of attention or care.
ଅର୍ଥ : ଧ୍ୟାନ ନ ଦିଆଯାଉଥିବା
ଉଦାହରଣ : ଧ୍ୟାନହୀନ ସମସ୍ୟାଗୁଡ଼ିକ କେମିତି ସମାଧାନ ହେବ
ସମକକ୍ଷ : ଅମନନ
ध्यान न दिया जाने वाला।
ସଂସ୍ଥାପନ କରନ୍ତୁ