ଅର୍ଥ : କୌଣସି କାର୍ଯ୍ୟ ଧିମେଇ ଯିବାର ଅବସ୍ଥା
ଉଦାହରଣ :
ମକଚି ହୋଇଯିବା ଯୋଗୁଁ ତାଙ୍କ ଚାଲିରେ ଧୀରତା ଆସି ଯାଇଛିମନ୍ଥରତା କାରଣରୁ ତା ସ୍ୱରଶୁଣା ଯାଉନାହିଁ
ସମକକ୍ଷ : ମନ୍ଥରତା
ଅନ୍ୟ ଭାଷାରେ ଅନୁବାଦ :
A rate demonstrating an absence of haste or hurry.
deliberateness, deliberation, slowness, unhurriedness