ଅର୍ଥ : କାହାକୁ ତାଦ୍ୱାରା କୃତ ଅପରାଧ ଆରୋପରୁ ମୁକ୍ତ କରିଦେବା
ଉଦାହରଣ :
ବିଚାରପତି ଆସାମୀକୁ ମୁକ୍ତ କରିଦେଲେ
ସମକକ୍ଷ : ଅପରାଧ ମୁକ୍ତ କରିବା, ଛାଡ଼ିଦେବା
ଅନ୍ୟ ଭାଷାରେ ଅନୁବାଦ :
किसी को उसके द्वारा किए हुए अपराध के आरोप से मुक्त कर देना।
न्यायाधीश ने कैदी को बरी किया।