ଅର୍ଥ : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା
ଉଦାହରଣ :
ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି
ସମକକ୍ଷ : କରୁଣ, ବିଦାରକ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ମାର୍ମିକ, ହୃଦୟ ବିଦାରକ
ଅନ୍ୟ ଭାଷାରେ ଅନୁବାଦ :
मन को बहुत अधिक कष्ट पहुँचानेवाला।
हत्या जैसी हृदय-विदारक घटनाएँ आजकल आम हो गयी हैं।ଅର୍ଥ : ଯାହା ବିଦାରକ ବା ଶେଷକରିଦେଇପାରେ
ଉଦାହରଣ :
ରାମଙ୍କ ବନବାସ ଯିବାପରେ ରାଜା ଦଶରଥ ତାଙ୍କର ଅନୁପସ୍ଥିତିକୁ ସହିପାରିଲେ ନାହିଁ ଫଳରେ ତାଙ୍କର ମୃତ୍ୟୁ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :