ଅର୍ଥ : ଯେ ଦର୍ଶନ କରେ
ଉଦାହରଣ :
ଶ୍ରାବଣମାସରେ ସବୁ ଶିବ ମନ୍ଦିରରେ ଦର୍ଶନାର୍ଥୀମାନଙ୍କର ଭିଡ଼ ବଢ଼ିଥାଏ
ସମକକ୍ଷ : ଦର୍ଶକ, ଦର୍ଶନାଭିଳାଷୀ, ଦର୍ଶନାର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
वह जो दर्शन करता हो।
सावन में शिव मंदिरों में दर्शनार्थियों की भीड़ बढ़ जाती है।