ଅର୍ଥ : ଗଲ୍ଫ ବା ଟେନିସ୍ ମ୍ୟାଚର ଦର୍ଶକ
ଉଦାହରଣ :
ଦେଖେଣାହାରୀ ରହିରହି ଖେଳାଳିଙ୍କ ମନୋବଳ ବଢ଼ାଉଥିଲେ
ସମକକ୍ଷ : ଦେଖେଣାହାରୀ
ଅନ୍ୟ ଭାଷାରେ ଅନୁବାଦ :
Spectators at a golf or tennis match.
galleryଅର୍ଥ : କୌଣସିଠାରେ ଉପସ୍ଥିତ ରହି କିଛି କାମ ଓ ବସ୍ତୁକୁ ଯିଏ ଦେଖେ
ଉଦାହରଣ :
ନାଟକ ଆରମ୍ଭ ହେବା ପୂର୍ବରୁ ହିଁ ଦର୍ଶକମାନଙ୍କଦ୍ୱାରା ନାଟ୍ୟ ଗୃହ ଭର୍ତ୍ତି ହୋଇଯାଇଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭମ୍ରଣ ଉଦ୍ଦେଶ୍ୟରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଉଥିବା ଯାତ୍ରୀ
ଉଦାହରଣ :
ତାଜମହଲ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଦର୍ଶନ କରେ
ଉଦାହରଣ :
ଶ୍ରାବଣମାସରେ ସବୁ ଶିବ ମନ୍ଦିରରେ ଦର୍ଶନାର୍ଥୀମାନଙ୍କର ଭିଡ଼ ବଢ଼ିଥାଏ
ସମକକ୍ଷ : ଦର୍ଶନକାରୀ, ଦର୍ଶନାଭିଳାଷୀ, ଦର୍ଶନାର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
वह जो दर्शन करता हो।
सावन में शिव मंदिरों में दर्शनार्थियों की भीड़ बढ़ जाती है।