ଅର୍ଥ : ଫଳଗୁଡ଼ିକ ଆଦିର ଶଢ଼ିବା ପ୍ରକ୍ରିୟା ବା ମିଳେଇ ଯିବା ଆରମ୍ଭ ହେବା
ଉଦାହରଣ :
ପେଟିରେ ରଖାଯାଇଥିବା ଫଳ ଦବି ଗଲାଣି
ସମକକ୍ଷ :
ପଚିଯିବା, ଶଢ଼ିଯିବା
ଅନ୍ୟ ଭାଷାରେ ଅନୁବାଦ :
फलों आदि का सड़ना या गलना प्रारंभ होना।
पिटारे में रखे फल लग गए हैं।
लगना
Become unfit for consumption or use.
The meat must be eaten before it spoils.
go bad,
spoil