ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛୋଟ ଚଟକା ଥାଳି ଆକାରର ବାସନ
ଉଦାହରଣ : ସୀତା ଥାଳିଆରେ ଜଳଖିଆ ବାହାର କରୁଛି
ସମକକ୍ଷ : ପ୍ଲେଟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
छोटी छिछली थाली के आकार का छिछला हल्का बर्तन।
A tray (or large plate) for serving food or drinks. Usually made of silver.
ଅର୍ଥ : କମ୍ ଖାଲୁଆ ତାଟିଆ
ଉଦାହରଣ : ଥାଳିଆରେ ରଖାଯାଇଥିବା ଦହି ବିଲେଇ ପିଇଦେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
छिछला कटोरा।
ଅର୍ଥ : ଏକ ପ୍ରକାର ଛୋଟ ବାସନ
ଉଦାହରଣ : ଖାଇବା ନିମନ୍ତେ ମା ପ୍ଲେଟ୍ରେ ପକୁଡ଼ି ଦେଲେ
ସମକକ୍ଷ : ପ୍ଲେଟ୍
एक प्रकार का छोटा बरतन।
Dish on which food is served or from which food is eaten.
ସଂସ୍ଥାପନ କରନ୍ତୁ