ଅର୍ଥ : ଯେଉଁ ବାସନରେ ରଖାଯାଇଥିବା ତରଳ ପଦାର୍ଥର ଉତ୍ତାପ ବହୁତ ସମୟ ପର୍ଯ୍ୟନ୍ତ ସ୍ୱ ଅବସ୍ଥାରେ ରହେ ବା ଉତ୍ତାପ କମ୍ ହୁଏ ନାହିଁ
ଉଦାହରଣ :
ଏହି ଥର୍ମଫ୍ଲାସ୍କରେ ଚା’ ଅଛି
ସମକକ୍ଷ : ଥର୍ମଫ୍ଲାସ୍କ
ଅନ୍ୟ ଭାଷାରେ ଅନୁବାଦ :
Vacuum flask that preserves temperature of hot or cold drinks.
thermos, thermos bottle, thermos flask