ଅର୍ଥ : ପବନର ବେଗ, ଆଘାତ ଆଦି କାରଣରୁ ପାଣି ଉପରକୁ ଉଠିବା ଓ ତଳକୁ ଖସିବା
ଉଦାହରଣ :
ସମୁଦ୍ରର ପାଣି ସଦାବେଳେ ଦୋଳାୟମାନ ହେଉଥାଏ
ସମକକ୍ଷ : ଦୋଳାୟମାନ ହେବା, ପଡ଼ିବା ଉଠିବା, ଲହରେଇବା
ଅନ୍ୟ ଭାଷାରେ ଅନୁବାଦ :
हवा के झोंके, आघात आदि के कारण द्रव का अपने तल से कुछ ऊपर उठना और गिरना।
समुद्र का पानी हमेशा लहराता है।