ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
ଉଦାହରଣ : ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
ସମକକ୍ଷ : ପରିବର୍ତ୍ତନ, ସଂଶୋଧନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी लेख, काव्य आदि की भूल, दोष आदि दूर करके शुद्ध या ठीक करने की क्रिया।
The act of offering an improvement to replace a mistake. Setting right.
ସଂସ୍ଥାପନ କରନ୍ତୁ