ଅର୍ଥ : ଯେଉଁ ସ୍ଥାନରେ ତିନିଟି ନଦୀ ମିଶିଛନ୍ତି
ଉଦାହରଣ :
ଏକାଦଶୀ ଦିନ ଆମେମାନେ ତ୍ରିବେଣୀରେ ସ୍ନାନ କଲୁ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ तीन नदियाँ मिलती हों।
एकादशी के दिन हम लोगों ने त्रिवेणी में स्नान किया।ଅର୍ଥ : ଯେଉଁ ସ୍ଥାନରେ ନଦୀଗୁଡ଼ିକ ତିନି ଆଡ଼ୁ ଆସି ଏକାଠି ହୋଇଛନ୍ତି
ଉଦାହରଣ :
ତ୍ରିବେଣୀରେ ସ୍ନାନ କଲେ ନିଜର ସମସ୍ତ ପାପ ଲୀନ ହୋଇଥାଏ ବୋଲି ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି
ସମକକ୍ଷ : ତିନିମୁହାଁଣୀ
ଅନ୍ୟ ଭାଷାରେ ଅନୁବାଦ :
वायुमंडल के विक्षोभ के आधार पर गरमी, सरदी, वर्षा आदि की विवेचना करने वाला विज्ञान।
अंतरिक्षविज्ञान के अनुसार कल शाम को भयंकर बारिश होने की संभावना है।