ଅର୍ଥ : ଯେଉଁ ଚିଠି ପ୍ରାପକ ନିକଟରେ ଶୀଘ୍ର ପହଞ୍ଚା ଯାଏ
ଉଦାହରଣ :
ଦୁଇ ଦିନ ପରେ ବି ତାକୁ ସଙ୍ଗୀତାର ସ୍ପିଡ ଚିଠି ମିଳିଲା ନାହିଁ
ସମକକ୍ଷ : ଆଶୁପତ୍ର, ସ୍ପିଡ ଚିଠି
ଅନ୍ୟ ଭାଷାରେ ଅନୁବାଦ :
वह पत्र जिसे भेजे जाने वाले को जल्दी पहुँचाया जाता है।
दो दिन बाद भी उसे संगीता का आशु-पत्र नहीं मिला।