ଅର୍ଥ : ଦଶରେ ତିନି ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ :
ସାତ ଓ ଛଅ ମିଶି ତେର ହୁଏ
ସମକକ୍ଷ : ୧୩
ଅନ୍ୟ ଭାଷାରେ ଅନୁବାଦ :
The cardinal number that is the sum of twelve and one.
13, baker's dozen, long dozen, thirteen, xiiiଅର୍ଥ : କୌଣସି ଇଂରେଜୀ ମାସର ତ୍ରୟୋଦଶତମ ଦିନରେ ପଡ଼ୁଥିବା ତାରିଖ
ଉଦାହରଣ :
ଏମାସ ତେର ତାରିଖରେ ହୋଲି ପଡ଼ୁଛି
ସମକକ୍ଷ : ତେର ତାରିଖ