ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପେଟ ଭରି ଖୁଆଇବା
ଉଦାହରଣ : ଜମିଦାର ଗରିବମାନଙ୍କୁ ନିଜ ଜନ୍ମ ଦିନରେ ତୃପ୍ତ କଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
भर पेट खिलाना।
ଅର୍ଥ : ସନ୍ତୁଷ୍ଟ କରିବା
ଉଦାହରଣ : ସେ ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦେଇ ସନ୍ତୁଷ୍ଟ କଲେ
ସମକକ୍ଷ : ସନ୍ତୁଷ୍ଟ କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
तृप्त या संतुष्ट करना।
Make happy or satisfied.
ସଂସ୍ଥାପନ କରନ୍ତୁ