ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତରଳ ପଦାର୍ଥ ମାପିବା ନିମନ୍ତେ ମଧ୍ୟଯୁଗରେ ବ୍ୟବହୃତ ହେଉଥିବା ଗୋଟିଏ ପାତ୍ର
ଉଦାହରଣ : ଆଧୁନିକ ଯୁଗରେ ତାମ୍ବୀର ବ୍ୟବହାର ହେଉନାହିଁ
ସମକକ୍ଷ : ତାମୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
तरल पदार्थों को मापने का एक मध्ययुगीन पात्र।
ଅର୍ଥ : ତମ୍ବାର ତସଲା
ଉଦାହରଣ : ମା ତାମ୍ବୀରେ ଡାଲି ତିଆରି କରୁଛନ୍ତି
ସମକକ୍ଷ : ତାଂବୀ
ताँबे का तसला।
ସଂସ୍ଥାପନ କରନ୍ତୁ