ଅର୍ଥ : ଏକ ପ୍ରକାରର ମଦିରା
ଉଦାହରଣ :
ତାଡ଼ି ଖଜୁରି ରସରେ ତିଆରି ହୁଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତାଳଗଛର ଚଅଁରର କ୍ଷତରୁ ଝରିଥିବା ନିଶାରସ ଯାହାର ବ୍ୟବହାର ମାଦକ ଦ୍ରବ୍ୟରୂପେ ହୋଇଥାଏ
ଉଦାହରଣ :
ଲୋକମାନେ ଗଛଛାଇରେ ବସି ତାଡି ପିଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ताड़ के फूलते हुए डठलों से निकाला हुआ नशीला रस जिसका व्यवहार मादक द्रव्य के रूप में होता है।
लोग पेड़ के नीचे बैठकर ताड़ी पी रहे हैं।A drug that can produce a state of intoxication.
intoxicant